ଆମକଥା
ଓଡ଼ିଆ ଭାଷା ଏବଂ ସାହିତ୍ୟ ଉପରେ ଆଲୋଚନା
କାମ କଲାବେଳେ ଅନେକ କଥା ମନକୁ ଆସେ। କାମ ବିଷୟରେ ସାଥୀମାନଙ୍କର ପ୍ରତିକ୍ରିୟା ବି ଆସେ। ଏସବୁ ମିଶିକରି କାମକୁ ଆଗେଇ ନିଅନ୍ତି। ପାଠକମାନେ କିନ୍ତୁ ଏକଥା ଜାଣିବାର ସୁଯୋଗ ପାଆନ୍ତି ନାହିଁ। କିଛି କଥା କିନ୍ତୁ ଜଣାଇବା ଦରକାର ପଡ଼େ, ଦରକାର ନ ଥିଲେ ବି ବାଣ୍ଟିବାକୁ ମନ ହୁଏ। ସେହିଭଳି କଥା ସବୁରୁ କିଛି ଏଠାରେ ରହିଛି।
ଲୋଡ୍ ହେଉଛି...