ପାଠାଗାର
ଓଡ଼ିଆ ପ୍ରକାଶନର ଡିଜିଟାଲ ଗନ୍ତାଘର
ପାଠାଗାରର ବିଭିନ୍ନ ବିଭାଗରେ ରଖାଯାଇଥିବା ସାମଗ୍ରୀ ପାଖରେ ଏହିଠାରୁ ପହଞ୍ଚି ହେବ। ବର୍ତ୍ତମାନର ବିଭାଗଗୁଡ଼ିକ ଭିତରେ ରହିଛି – ଖବରକାଗଜ, ପତ୍ରିକା ଓ ବହି। ଏହାଛଡ଼ା ଅନ୍ୟ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଶେଷ ଧରଣର ସାମଗ୍ରୀ କିଛି ରହିଛି। ସେ ଦୁଇଟି ହେଉଛି: ରେଫରେନ୍ସ୍ ଓ ସଂକଳନ।
ପାଠାଗାର ବିଭାଗସମୂହ
ପ୍ରତ୍ୟେକ ବିଭାଗରେ ଯାଇ ସେହି ବିଭାଗର ସାମଗ୍ରୀଗୁଡ଼ିକୁ ପଢ଼ିବା ଓ ସଂଗ୍ରହ କରିବାର ବ୍ୟବସ୍ଥା ରହିଛି।
ଆମର ସଂଗ୍ରହ
ଖବରକାଗଜ
ପତ୍ରିକା
ବହି
ସଂକଳନ
ରେଫରେନ୍ସ୍